ଏମିତି ଭିକାରିମୁକ୍ତ ଆମ ରାଜଧାନୀ : ଏବେ ବି ରାସ୍ତାକଡ଼ରେ ୭ ଶହରୁ ଅଧିକ

ଭୁବନେଶ୍ବର: ରାଜଧାନୀକୁ ଭିକାରିମୁକ୍ତ କରିବାକୁ ସରକାର ଓ ବିଏମ୍‌ସି ପ୍ରଶାସନ ନିରନ୍ତର ପ୍ରୟାସ କରୁଛି ବୋଲି ଡିଣ୍ଡିମ ପିଟୁଛି। ଏବାବଦରେ କୋଟି କୋଟି ଟଙ୍କା ବ୍ୟୟ କରାଯାଉଛି ବୋଲି ପ୍ରଚାର କରାଯାଉଛି। କିନ୍ତୁ ବାସ୍ତବ ଚିତ୍ର ପୂରା ଭିନ୍ନ। ଏବେ ବି ରାଜଧାନୀର ବିଭିନ୍ନ ଅଞ୍ଚଳରେ ମାଳମାଳ ଭିକାରି ବୁଲୁଛନ୍ତି। ପ୍ରାୟ ୭ ଶହରୁ ଅଧିକ ଭିକାରି ରାଜଧାନୀର ବିଭିନ୍ନ ମାର୍କେଟ୍‌ ଅଞ୍ଚଳରେ ହାତ ପାତୁଥିବା ଦେଖିବାକୁ ମିଳିଛି ବୋଲି … Continue reading ଏମିତି ଭିକାରିମୁକ୍ତ ଆମ ରାଜଧାନୀ : ଏବେ ବି ରାସ୍ତାକଡ଼ରେ ୭ ଶହରୁ ଅଧିକ